ନିକଟରେ ରିଲିଜ ହୋଇଛି ଷ୍ଟୁଡେଣ୍ଟ ।ଫ୍ ଦ ଇଅର ଟ୍ରେଲରା ଆସନ୍ତା ୧୦ ମେ’ ରେ ଫିଲ୍ମଟି ବଡ଼ ପରଦାରେ ରିଲିଜ ହେବ। ଏହି ପିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଟାଇଗର୍ ସ୍ରଫ୍। ଫିଲ୍ମରେ ଟାଇଗରଙ୍କ ବପକ୍ଷରେ ରହିଛନ୍ତି ଦୁଇଟି ନବାଗତା ନାୟିକା ତାରା ସୁତାରିଆ ଏବଂ ଅନନ୍ୟା ପାଣ୍ଡେ। ପୁନିତ ମାଲହୋତ୍ରା ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। କରଣ ଜୋହରଙ୍କ ଆଗାମୀ ଫିଲ୍ମ ‘‘ଷ୍ଟୁଡେଣ୍ଟ ଅଫ୍ ଦ ଇଅର୨’’ରେ ହଲିଉଡ ଷ୍ଟାର ୱିଲ ସ୍ମିଥ ନଜର ଆସିପାରନ୍ତିା
ଏହି ଚର୍ଚ୍ଚା ୱିଲ ସ୍ମିଥଙ୍କ ଏକ ଭିଡିଓ ରିଲିଜ ହେବାପରେ ହେଉଛିା ଏହି ଭିଡିଓରେ ସେ ଷ୍ଟୁଡେଣ୍ଟ ଅଫ୍ ଦ ଇୟରର ଷ୍ଟାର କାଷ୍ଟଙ୍କ ସହ ନଜର ଆସିଛନ୍ତିା ୨୦୧୨ରେ ରିଲିଜ ହୋଇଥିବା ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ଫିଲ୍ମର ‘ରାଧା ତେରି ଚୂନ୍ରୀ’ ଗୀତରେ ଠୁମ୍କା ଲଗାଇଛନ୍ତି ସ୍ମିଥ୍। ଏଥିପାଇଁ ସେ ବହୁତ ଅଭ୍ୟାସ କରିଥିଲେ।
Read more : ହଲିଉଡ ଷ୍ଟାରଙ୍କ ଦେଶୀ ଠୁମକା!
For more visit us Jharka.com


No comments:
Post a Comment