ନନ୍ଦନକାନନରେ ପଶୁପକ୍ଷୀ ସଂଖ୍ୟା କମିବାରେ ଲାଗିଛି। ଆଜି ଏକ ତାମାରିନର ମୃତ୍ୟୁ ଘଟିଛି। ତାମାରିନ୍ ଏକ ବିରଳ ପ୍ରାଣୀ। ଖୁବ୍ କମ ସଂଖ୍ୟକ ତାମାରିନ୍ ନନ୍ଦନକାନନରେ ଥିଲେ କିନ୍ତୁ ଏବେ ଏହି ସଂଖ୍ୟା ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଶୁକ୍ରବାର ଦିନ ବାରଙ୍ଗସ୍ଥିତ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଗୋଟିଏ ଅଣ୍ଡିରା ତାମାରିନ୍ ମାଙ୍କଡ଼ର ମୃତ୍ୟୁ ଘଟିଛି।
ସେ ପ୍ରାଣୀ ଚିକିତ୍ସା କେନ୍ଦ୍ରର କ୍ୱାରେଣ୍ଟାଇନ୍ରେ ରହୁଥିଲା। ତା’ର ଶବ ବ୍ୟବଚ୍ଛେଦ କରାଯିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।ଗତବର୍ଷ ତାକୁ ମଦୁରାଇରୁ ଅଣାଯାଇଥିଲା
Read more : Odisha Zoo Lost a Tamain Monkey
For more visit us Jharka.com


No comments:
Post a Comment