ପେଟମାଡି ଶୋଇ ଦୁଇ ହାତକୁ ଛାତିର ଦୁଇ ପାଶ୍ୱର୍ରେ ଲାଗି ଉପରକୁ ଉଠି ରହିବ। ଦୁଇ ପାଦ ମଧ୍ୟରେ ପ୍ରାୟ ୧ ଫୁଟ ବ୍ୟବଧାନ ରଖି ଆଙ୍ଗୁଠିରେ ଭରା ଦେଇ ରୁହନ୍ତୁ। ପ୍ରଶ୍ୱାସ ଦ୍ୱାରା ଛାତିକୁ ଧୀରେ ଧୀରେ ଉପରକୁ ଉଠାନ୍ତୁ। ନାଭି ପର୍ଯ୍ୟନ୍ତ ଉଠିବା ପରେ ବାମ କାନ୍ଧ ଉପରୁ ଡାହାଣ ଗୋଇଠିକୁ ଦେଖିବାକୁ ଚେଷ୍ଟା କରନ୍ତୁ। କିଛି ସମୟ ଏହିପରି କରିବା ପରେ ଧୀରେ ଧୀରେ ନିଶ୍ୱାସ ଛାଡନ୍ତୁ। ଏହାପରେ ପୁଣି ପେଟ ମାଡି ଶୋଇପଡନ୍ତୁ। ଧ୍ୟାନ ରଖନ୍ତୁ ଏହି ଆସନକୁ ହାଇପରଆକ୍ଟି୍ ଭ, ହାର୍ଣ୍ଣିଆ ଓ ମେରୁଦଣ୍ଡ ସମସ୍ୟା ଥିବ।ବ୍ୟକ୍ତି ନକରିବା ଉଚିତ।
For more details visit us Jharka.com


No comments:
Post a Comment