ଆଜିକାଲି ନାମୀ କମ୍ପାନୀ ସ୍ମାର୍ଟଫୋନ୍ ସହ ଗ୍ରାହକ ଉଚ୍ଚକ୍ଷମତା ସମ୍ପନ୍ନ ବ୍ୟାଟେରୀ ବ୍ୟବହାରକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତିା ଏକ ଜରୁରୀ ତଥା ମୁଖ୍ୟ ଆବଶ୍ୟକତା ପାଲଟି ଯାଇଥିବା ଏଇ ଫୋନ୍ ବ୍ୟାଟେରି ଶୀଘ୍ର ଶେଷ ହେବା ଅନ୍ୟତମ ସମସ୍ୟା ବୋଲି ୫୫ ପ୍ରତିଶତ ଲୋକ ସର୍ବେକ୍ଷଣରେ ପ୍ରକାଶ କରିଛନ୍ତିା ଜାପାନର ବିଶେଷଜ୍ଞ ଦଳ ଅନୁଧ୍ୟାନ କରିବା ପରେ ପ୍ରକାଶ କରିଛନ୍ତି ଯେ ନିଜେ ସଚେତନ ହେଲେ ହିଁ ବ୍ୟାଟେରି ଅପେକ୍ଷାକୃତ କମ୍ ଖର୍ଚ୍ଚ ହୋଇଥାଏା
- ଯେପରି ଅଧିକ ଆବଶ୍ୟକ ପରିସ୍ଥିତି ନଥିଲେ ଫୋନକୁ ଭାଇବ୍ରେସନ୍ ମୋଡରେ ରଖନ୍ତୁ ନାହିାଁ ଏହି ମୋଡରେ ରଖିଲେ ବ୍ୟାଟେରି ଶୀଘ୍ର ଶେଷ ହୋଇଥାଏ ବୋଲି ବିଭିନ୍ନ ପରୀକ୍ଷାରୁ ସ୍ପଷ୍ଟ ହୋଇଛିା ଭାଇବ୍ରେସନ୍ ହେଲେ ପୂରା ଫୋନ୍ ଏପାଖ ସେପାଖ ହୋଇଯାଇଥାଏା ଏହିପରି ହେବା ଦ୍ୱାରା ଫୋନ୍ ସହ ଅନ୍ୟ ଯନ୍ତ୍ରପାତି ମଧ୍ୟ ପ୍ରଭାବିତ ହୋଇଥାଏା ଏଣୁ କେବଳ କୈାଣସି ଜରୁରୀ ପରିସ୍ଥିତିରେ ଫୋନକୁ ଭାଇବ୍ରେସନ୍ ମୋଡରେ ରଖିବୋ
- ଯଦି ଆବଶ୍ୟକ ନାହିଁ ତେବେ ସ୍ମାର୍ଟଫୋନକୁ ସୁଇଚ୍ ଅଫ୍ କରି ରଖନ୍ତୁା ଅନେକଙ୍କ ମତ ଯେ ଫୋନ୍ ବନ୍ଦ ହେଲେ ସେମାନେ ଜରୁରୀ କଥା ଜାଣି ପାରିବେ ନାହିାଁ ଏହିପରି କିଛି ନୁହୋ
Read more : ସ୍ମାର୍ଟଫୋନ୍ ବ୍ୟାଟେରିର ଧ୍ୟାନ!
For more visit us Jharka.com

No comments:
Post a Comment