ସିଲଭର ସ୍କ୍ରିନରେ ସଫଳ ହୋଇଥିବା ଷ୍ଟାର ପଲିଟିକ୍ସରେ କରିସ୍ମା ଦେଖାଇବା ସହଜ ନୁହେଁ । କାରଣ ରିଲ୍ ଦୁନିଆ ଠାରୁ ପଲିଟିକାଲ୍ ଲାଇଫ୍ ମଧ୍ୟରେ ଆାକାଶ ପାତାଳ ଫରକ ରହିଛି । ରାଜନୀତିରେ ପାଦ ଥାପି ଅନେକ ଅଭିନେତା ସଫଳ ହୋଇଛନ୍ତି ତ କେହି କେହି ନାଁ କରିପାରି ନାହାଁନ୍ତି। ସେହି ଅଭିନେତାରୁ ନେତା ପାଲଟିଥିବା ଷ୍ଟାରଙ୍କ ମଧ୍ୟରେ ଅଛନ୍ତି…
60 ଦଶକରେ ପ୍ରସିଦ୍ଧ ଅଭିନେତା ତଥା ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭା ସଦସ୍ୟ ଭାବେ ମନୋନୀତ ହୋଇଥିବା ଷ୍ଟାର ଆଉକେହି ନୁହଁନ୍ତି, ସେ ହେଉଛନ୍ତି ପୃଥୀରାଜ କାପୁର। ଅଭିନେତା ଦୁନିଆର ଫାଦର ଭାବେ ପରିଚିତ କାପୁର ସାହେବ ଅସଲି ଦୁନିଆର ଫାଦର ମଧ୍ୟ ହୋଇ ପାରିଥିଲେ।
‘ମଦର ଇଣ୍ଡିଆ’ ପରି ଦେଶାତ୍ମବୋଧ ଫିଲ୍ମକୁ ହିଟ୍ କରିପାରିଥିବା ଅଭିନେତା ଥିଲେ ସୁନିଲ ଦତ୍ତ। 1984ରୁ ରାଜନୀତିରେ କ୍ୟାରିଅର ଆରମ୍ଭ କରିଥିବା ଆକ୍ଟର କଂଗ୍ରେସ ଟିକେଟରେ ମୁମ୍ବାଇରୁ ପାଞ୍ଚ ଥର ପାଇଁ ସାଂସଦ ହୋଇଥିଲେ।
Read more : ଅଭିନେତାରୁ ନେତା, କିଏ ପାସ୍ କିଏ ଫେଲ
For more visit us Jharka.com



No comments:
Post a Comment