ସରକାରଙ୍କ ନିୟମ ସମସ୍ତଙ୍କ ପାଇଁ ସମାନ ସେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ଜଣେ ବରିଷ୍ଠ ପଦାଧିକାରୀ କି ସାଧାରଣ ଜନତା ହୁଅନ୍ତୁ, ଏକଥା ପୁଣି ଥରେ ପ୍ରମାଣିତ କରି ଦେଖାଇଛନ୍ତି ଓଡ଼ିଶାର ସର୍ବଶ୍ରେଷ୍ଠ ଜନପ୍ରିୟ ନେତା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତକାଲି ନିର୍ବାଚନୀ ପ୍ରଚାର ପାଇଁ ରାଉରକେଲା ଗସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ। ଭାରତୀୟ ନିର୍ବାଚନ କମିଶନଙ୍କ ଫ୍ଲାଇଂ ସ୍କ୍ୱାଡ୍ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଏବଂ ଲଗେଜ୍ ଯାଞ୍ଚ କରିବା ପାଇଁ ଚାହିଁଲେ। ଓଡ଼ିଶାର 4ଥରର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ଦ୍ୱିଧାରେ ଫ୍ଲାଇଂ ସ୍କ୍ୱାଡକୁ ସହଯୋଗ କରିଥିଲେ। ଯାଞ୍ଚ ସରିବା ପର୍ଯ୍ୟନ୍ତ ହେଲିକପ୍ଟରରେ ବସି ରହି ଅପେକ୍ଷା କରିଥିଲେ ନବୀନ। ଯାଞ୍ଚ ସରିବା ପରେ ସ୍କ୍ୱାର୍ଡ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲୋ
ସତରେ କେତେ ସରଳ ଅଟନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହେଲା।
Read more : ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରଳ, ଭଦ୍ର ଓ ନମ୍ର ବୋଲି ପୁଣି ଥରେ ପ୍ରମାଣିତ ହେଲା
For more details visit us Jharka.com

No comments:
Post a Comment