ଭୁବନେଶ୍ୱର-ସମାଜସେବୀ ତଥା କିନ୍ନରଙ୍କର ନେତ୍ରୀ ମିରା ପରିଡ଼ା ଆଜି ବିଜୁ ଜନତା ଦଳ(ବିଜେଡ଼ି)ରେ ଯୋଗ ଦେଇଛନ୍ତି। ମିରା ନିଜର ଶହେ ଜଣ ସମର୍ଥକଙ୍କ ସହ ନବୀନ ନିବାସରେ ପହଞ୍ଚିଥିଲେ। ଦଳର ସୁପ୍ରିମୋଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ଓଡ଼ିଶାର କିନ୍ନର ସଭାପତି ଓ ସଖାର ପ୍ରତିଷ୍ଠାତା ଭାବେ ସେ ଗଡତରା ଗ୍ରାମରୁ ନିର୍ବାଚନ ଲଢିବାକୁ ଆଶା ରଖିଛନ୍ତି ମିରା। ଆହୁରୀମଧ୍ୟ ଅନ୍ୟ ଏକ କିନ୍ନର କାଜଲ ନାୟକ କୋରେଇ ନିର୍ବାଚନ ମଣ୍ଡଳୀରୁ ବହୁ ଜନ ସମାଜବାଦୀ ଦଳରୁ ନିର୍ବାଚନ ଲଢିବେ। ଓଡ଼ିଶା ରାଜନୀତିରେ ଏହା ପ୍ରଥମ ଥର ପାଇଁ ହେବାକୁ ଯାଉଛି।
Read more : ଶଙ୍ଖ ଧରିଲେ ମିରା
For more visit us Jharka.com

No comments:
Post a Comment