ଶ୍ରୀନଗର: ୨୦୧୦ ମସିହା ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ପରୀକ୍ଷାରେ ଟପ୍ପର ହୋଇଥିବା ଫୈଜଲ ନିଜର ଆଇଏଏସ୍ ଚାକିରିରୁ ଇସ୍ତଫା ଦେଇ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଫୈଜଲ ଜାତୀୟ ସମ୍ମିଳନୀରେ ଯୋଗ ଦେଇ ଲୋକସଭା ନିର୍ବାଚନୀ ଲଢ଼ିବେ ବୋଲି ପ୍ରକାଶ ପାଇଛି ।
ଶାହା ଫୈଜଲ ହେଉଛନ୍ତି ଜମ୍ମୁ-କଶ୍ମୀର ଏକମାତ୍ର ଆଇଏଏସ୍ ଅଫିସର୍, ଯିଏକି ୟୁନିଅନ ପବ୍ଲିକ ସର୍ଭିସ କମିସନ (ୟୁପିଏସି) ପରୀକ୍ଷାରେ ଟପ୍ପର ହୋଇଥିଲେ। ସେ ନିକଟରେ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପାଇଁ ଆବେଦନ କରିଥିଲେ। ମାତ୍ର ସ୍ୱେଚ୍ଛାକୃତ ଅବସର ପାଇଁ ଲାଗିବାକୁ ଥିବା ପ୍ରକ୍ରିୟା ବିଳମ୍ବ ହେବାରୁ ସେ ନିଜ ଆଡୁ ଇସ୍ତଫା ଦେଇଛନ୍ତି।
Read more ପଲିଟିକ୍ସ କରିବେ ଆଇଏଏସ୍ ଟପ୍ପର୍
For more visit us Jharka.com

No comments:
Post a Comment