Tuesday, 9 April 2019

ବ୍ରେଷ୍ଟ କ୍ୟାନସରରୁ ରୋକିବାରେ ସକ୍ଷମ ହୋଇଥାଏ ଅଖରୋଟ



ଆପଣ ଡାଏଟ୍ କଣ୍ଟ୍ରୋଲ ପାଇଁ ଅନେକ ପ୍ରକାର ଡ୍ରାଏ ଫ୍ରୁଟସ୍ କୁ ଆପଣାଇଥାନ୍ତି। ସେଥିମଧ୍ୟରୁ ଅଖରୋଟ୍ ଅନ୍ୟତମ ଅଟେ। ସ୍ୱାସ୍ଥ୍ୟ ପାଇଁ ଅଖରୋଟ୍ ଉପଯୋଗୀ ଅଟେ। ଏପରିକି ବ୍ରେଷ୍ଟ କ୍ୟାନସର ରୋକିବାରେ ସହାୟକ ହୋଇଥାଏ ଅଖରୋଟ୍ । ଡ୍ରାଏ ଫ୍ରୁଟସ୍ ଶରୀରକୁ ଅଧିକ ପରିମାଣରେ ନ୍ୟୁଟ୍ରିସନ୍ ପ୍ରଦାନ କରିଥାଏ। ଏକ ଅଧ୍ୟୟନରୁ ଜଣାପଡିଛି ଯେ କ୍ୟାନସର ପାଇଁ ଅଖରୋଟ୍ ଅତ୍ୟନ୍ତ ଉପଯୋଗୀ ଅଟେ। ଏହା କ୍ୟାନସରକୁ କମାଇବାରେ ସାହାଯ୍ୟ କରିଥାଏ। ପ୍ରତିଦିନ ଶରୀରରେ ପୋଷଣ ମିଳିବା ଦ୍ୱାରା ଜୀନ୍ ରେ ପୋଷଣର ମାତ୍ରା ବୃଦ୍ଧି ପାଇଥାଏ।

ଆମେରିକାର ମାର୍ଶାଲ ବିଶ୍ୱବିଦ୍ୟାଳୟର ଡବ୍ଲ୍ୟୁ ଏଲେନ୍ ହାର୍ଡମେନଙ୍କ ପରୀକ୍ଷଣରୁ ଜଣାପଡିଛି ଯେ, ଅଖରୋଟ୍ ବ୍ରେଷ୍ଟ କ୍ୟାନସରକୁ କମାଇଥାଏ ଓ ପ୍ରତିଦିନ ଖାଇବା ଦ୍ୱାରା ଏହା କ୍ୟାନସରର ବୃଦ୍ଧି ମାତ୍ରାକୁ ମଧ୍ୟ କମାଇଥାଏ।

Read more   ବ୍ରେଷ୍ଟ କ୍ୟାନସରରୁ ରୋକିବାରେ ସକ୍ଷମ ହୋଇଥାଏ ଅଖରୋଟ 

For more visit us Jharka.com

No comments:

Post a Comment