ବହୁଦିନ ହେଲା ଯୁବପିଢୀଙ୍କ ଦ୍ୱାରା ବ୍ୟବହୃତ ହୋଇ ଆସୁଥିଲା ଟିକଟକ୍। ଦିନରାତି ଟିକଟକରେ ମାତି ରହୁଥିଲେ। ଯୁବପିଢୀ ‘ଟିକ୍ଟକ୍’ ଆପ୍ ଉପରୁ ନିଷେଧାଜ୍ଞା ଉଠାଇବାକୁ ଚୀନ୍ର ବାଇଟେଣ୍ଡାନ୍ସ୍ ଟେକ୍ନୋଲଜିର ଅନୁରୋଧକୁ ମାଡ୍ରାସ୍ ହାଇକୋର୍ଟ ଅଗ୍ରାହ୍ୟ କରିବା କେତେ ଘଣ୍ଟା ପରେ ଗୁଗଲ ଏପରି ପଦକ୍ଷେପ ନେଇଛି। ଗତକାଲି ଠାରୁ ଗୁଗଲ୍ ପ୍ଲେଷ୍ଟୋରରେ ଆଉ ଟିକଟକ୍ ମକ୍ଟଳର ନାହିାଁ ଟିକଟକ୍ ବନ୍ଦ ହେବାର ଅନେକ ଗୁଡିଏ କାରଣ ରହିଛିା ବ୍ୟବହାରକାରୀ ପିଲାଙ୍କୁ ଉତ୍ପିଡ଼କଙ୍କ କବଳରେ ପକାଇବ ବୋଲି କହି ‘ଟିକ୍ଟକ୍’ ନିଷିଦ୍ଧ କରିବାକୁ ଏପ୍ରିଲ୍ ୩ ତାରିଖ ଦିନ ମାଡ୍ରାସ୍ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଥିଲେ। ଏହାକୁ ନିଷିଦ୍ଧ କରିବାକୁ ଜଣେ ବ୍ୟକ୍ତି ଜନସ୍ୱାର୍ଥ ମାମଲା ଦାଏର କରିବା ପରେ ଅଦାଲତ ଏ ଭଳି ରାୟ ଦେଇଥିଲେ।
Read more : Chinese App Tik Tok Banned in India
For more visit us Jharka.com


No comments:
Post a Comment